Download Now Banner

This browser does not support the video element.

ବିଞ୍ଝାରପୁର: ଜିଲ୍ଲା ପ୍ରଶାସନ ପକ୍ଷରୁ ବେଟି ବଚାଓ ବେଟି ପଢ଼ାଓ ସମ୍ପର୍କୀୟ ଜିଲ୍ଲାସ୍ତରୀୟ ବୈଠକ ଯାଜପୁର ଟାଉନ ସ୍ଥିତ ଜିଲ୍ଲାପାଳଙ୍କ ସଭା ଗୃହ ଅନୁଷ୍ଠିତ

Binjharpur, Jajpur | Sep 12, 2025
ଜିଲ୍ଲା ପ୍ରଶାସନ ପକ୍ଷରୁ ବେଟି ବଚାଓ ବେଟି ପଢ଼ାଓ ସମ୍ପର୍କୀୟ ଜିଲ୍ଲାସ୍ତରୀୟ ବୈଠକ ଯାଜପୁର ଟାଉନ ସ୍ଥିତ ଜିଲ୍ଲାପାଳଙ୍କ ସଭା ଗୃହରେ ଅନୁଷ୍ଠିତ ହେଇଯାଇଛି l ଜିଲ୍ଲାପାଳ ଅମ୍ବର କୁମାର କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିକ୍ଷା ବିଭାଗର ଅଧିକାରୀ ମାନେ ଯୋଗଦେଇ ଏହି କାର୍ଯ୍ୟକ୍ରମ କିଭଳି ଚାଲିଛି ଆଲୋଚନା କରିଥିଲେ l ଏହି ବୈଠକରେ ବିଶେଷ ଭାବରେ ସାରା ଜିଲ୍ଲାରେ ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ କିଭଳି ସଫଳ ରୂପାୟନ ହେବ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ଶ୍ରୀ କର ନିର୍ଦ୍ଦେଶ ଦେଇଥିଲେ l
Read More News
T & CPrivacy PolicyContact Us