Download Now Banner

This browser does not support the video element.

ଝାରସୁଗୁଡା: ବେଲପାହାଡ ରେ ବୃକ୍ଷର ବନ୍ଧୁ ସଂଗଠନ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

Jharsuguda, Jharsuguda | Sep 5, 2025
ବେଲପାହାଡ ରେ ବୃକ୍ଷର ବନ୍ଧୁ ସଂଗଠନ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ l ଗୁରୁ ଦିବସ ଉପଲକ୍ଷେ ଆଜି ପୂର୍ବାହ୍ନ ୧୦ ଟାରୁ ଅପରାହ୍ନ ୧୨ ଟା ୩୦ ଯାଏଁ ବୃକ୍ଷର ବନ୍ଧୁ ସଂଗଠନ ପକ୍ଷରୁ ବେଲପାହାଡ ପୌର ପରିଷଦ ର ବିଭିନ୍ନ ସ୍ଥାନରେ ୧୦୦୦ ତାଲ ଗଛ ଚାରା ଲଗାଯାଇଛି l ତାଲ ଗଛ ବଜ୍ରପାତରୁ ମଧ୍ୟ ସୁରକ୍ଷା ପ୍ରଦାନ କରିଥାଏ ତେଣୁ ତାଲ ଚାରା ଲଗାଇବାର ଏହି ନିଆରା କାର୍ଯ୍ୟକ୍ରମ ଆଜି ଗୁରୁଦିବସ ଉପଲକ୍ଷେ କରାଯାଇଥିବା ବୃକ୍ଷର ବନ୍ଧୁ ସଂଗଠନ ପକ୍ଷରୁ କୁହାଯାଇଛି l ଏବଂ ଆଜିର କାର୍ଯ୍ୟକ୍ରମ ନେଇ ବୃକ୍ଷ ର ବନ୍ଧୁ ସଂଗଠନ ର ମୁଖ୍ୟ ଜେନାମଣି ସେଟ ପ୍ରତିକ୍ରିୟା ଦେଇଛନ୍ତି l
Read More News
T & CPrivacy PolicyContact Us