Install App
newsjajpur9124
This browser does not support the video element.
ଯାଜପୁର: ଚଣ୍ଡିଖୋଲକୁ ରାଜ୍ୟ ସରକାର ଏନଏସି ମାନ୍ୟତା ପରେ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ଚଣ୍ଡିଖୋଲ ଛକରେ ବିଜେପି ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ
Jajapur, Jajpur | Sep 1, 2025
ଚଣ୍ଡିଖୋଲକୁ ରାଜ୍ୟ ସରକାର ଏନଏସି ମାନ୍ୟତା ପରେ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ଚଣ୍ଡିଖୋଲ ଛକରେ ବିଜେପି ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ । ରାଜ୍ୟ ସରକାର ଯାଜପୁର ଜିଲ୍ଲାର ଚଣ୍ଡିଖୋଲକୁ ଏନଏସି ଘୋଷଣା କରିବା ପରେ ଚଣ୍ଡିଖୋଲ ଛକ ନିକଟରେ ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ମୟୂରଭଞ୍ଜ ମୋରଡ଼ା ଗ୍ରସ୍ତ ସମୟରେ ବଡ଼ଚଣାର ବିଧାୟକ ଅମର କୁମାର ନାୟକଙ୍କ ନେତୃତ୍ୱରେ ଏକ ସ୍ଵାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି l
Share
Read More News
T & C
Privacy Policy
Contact Us
Your browser does not support JavaScript!