Download Now Banner

This browser does not support the video element.

ନୟାଗଡ: ନୟାଗଡ PWD ବଙ୍ଗଳା ଠାରେ ଜାମୁକୋଣ ସ୍ଥିତ ଶ୍ରୀ ମାତା ବୈଷ୍ଣୋଦେବୀଙ୍କ ପୀଠରେ ନବରାତ୍ରୀ ପୂଜା ଅନୁଷ୍ଠିତ ହେବ ନେଇ ସାମ୍ବାଦିକ ସମ୍ମିଳନୀ

Nayagarh, Nayagarh | Sep 10, 2025
ଜାମୁକୋଣ ସ୍ଥିତ ଶ୍ରୀ ମାତା ବୈଷ୍ଣୋଦେବୀଙ୍କ ପୀଠରେ ନବରାତ୍ରୀ ପୂଜା ଅନୁଷ୍ଠିତ ହେବ ନେଇ ସାମ୍ବାଦିକ ସମ୍ମିଳନୀ। ସୂଚନା ମୁତାବକ ଆଜି ମଧହ୍ନ 12 ଘଟିକା ସମୟରେ ନୟାଗଡ଼ p.W.D ବଙ୍ଗଳା ଠାରେ ଜାମୁକୋଣ ସ୍ଥିତ ଶ୍ରୀ ମାତା ବୈଷ୍ଣୋଦେବୀଙ୍କ ପୀଠରେ ନବରାତ୍ରୀ ପୂଜା ହେବା ନେଇ ମନ୍ଦିର କମିଟି ପକ୍ଷରୁ ଏକ ସାମ୍ବାଦିକ ସମିଳନୀ ଅନୁଷ୍ଟିତ,ତେବେ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି କମିଟି ମୁଖ୍ୟ।
Read More News
T & CPrivacy PolicyContact Us