Download Now Banner

This browser does not support the video element.

ତଲସରା: କୁତ୍ରା ଥାନା ନିକଟରେ ଚଢ଼ିଗଲା ପିକଅପ ବାଇକ ଚାଳକର ଶୋଚନୀୟ ମୃତ୍ୟୁ

Talasara, Sundargarh | Sep 1, 2025
ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ଥାନା ନିକଟରେ ଆଜି ଅପରାହ୍ନରେ ଏକ ପିକଅପ ଏକ ବାଇକ କୁ ଧକ୍କା ଦେଇଥିଲା ପରେ ବାଇକ ଚାଳକ ଉପରେ ପିକଅପ ଗାଡ଼ି ଚଢ଼ିଯାଇ ଥିଲା ଯାହା ଫଳରେ ବାଇକ ଚାଳକ ର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ତେବେ ବାଇକ ଚାଳକ ର ପରିଚୟ ମିଳିନଥିବା ପୋଲିସ ସୁତ୍ରରୁ ପ୍ରକାଶ। ରାଜଗାଙ୍ଗପୁର ଡାକ୍ତରଖାନା ମର୍ଗ ହାଉସରେ ଶବ ରଖି କୁତ୍ରା ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।
Read More News
T & CPrivacy PolicyContact Us