Download Now Banner

This browser does not support the video element.

ନବରଙ୍ଗପୁର ପୋଲିସ ଷ୍ଟେସନ: ଉମରକୋଟ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଙ୍କ ବିରୋଧ ରେ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ର ଦ୍ୱାରସ୍ତ ହେଲେ ସରପଞ୍ଚ ଓ ସମିତି ସଭ୍ୟ l

Nabarangapur PS, Nabarangpur | Sep 4, 2025
ଉମରକୋଟ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଙ୍କ ବିରୋଧ ରେ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ର ଦ୍ୱାରସ୍ତ ହେଲେ ସରପଞ୍ଚ ଓ ସମିତି ସଭ୍ୟ l ଉନ୍ନୟନ କାର୍ଯ୍ୟରେ ଅଣଦେଖା କରିବା,  କୌଣସି କାର୍ଯ୍ୟରେ ସହଯୋଗ ନ କରି ନିଜେ ଯନ୍ତ୍ରୀ ଠିକାଦାର ସାଜିଥିବା ଅଭିଯୋଗ ନେଇ ବ୍ଲକ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଙ୍କ ବିରୋଧ ରେ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ନିକଟ ରେ ଫେରାଦ ହେଲେ ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା । ଉମରକୋଟ ବ୍ଲକର ଛବିଶି ଗୋଟି ପଞ୍ଚାୟତର ସରପଞ୍ଚ ଏବଂ ସମିତି ସଭ୍ୟ ସଭ୍ୟା ଆଜି ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ବିରଞ୍ଚି ନାରାୟଣ ଦର୍ବାନଙ୍କ ନିକଟରେ ଅଭିଯୋଗ କରିଛନ୍ତି
Read More News
T & CPrivacy PolicyContact Us