Install App
silvercitykhabar
This browser does not support the video element.
କଟକ ପୌରାଞ୍ଚଳ: ରାଣୀହାଟ ଅଞ୍ଚଳରେ ଘର ବାହାରେ ଥିବା ପାଣି ପାଇପ ମିଟର ଚୋରି କରୁଛି ଦୁର୍ବୃତ୍ତ, ଭିଡିଓ ସୋସିଆଲ ମିଡିଆରେ ଭାଇରାଲ #Viralvideo
Cuttack M Corp PS, Cuttack | Aug 30, 2025
କଟକ ସହରର ରାଣୀହାଟ ଅଂଚଳରେ ଘର ବାହାରେ ଲାଗିଥିବା ଏକ ପାଣି ପାଇପର ମିଟର ଚୋରି କରୁଛି ଦୁର୍ବୃତ୍ତ। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଶନିବାର ରାତି ୯.୪୫ ମିନିଟ ସମୟରେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଘଟଣା ଟି ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି। ଚୋର ଟି ବେଫିକର ଭାବେ ଆସି ପାଣି ପାଇପ ମିଟର ଚୋରି କରି କିପରି ନେଉଛି ତାର ସମ୍ପୂର୍ଣ୍ଣ ଭିଡିଓ ଏଥିରେ କଏଦ ହୋଇଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!