This browser does not support the video element.
ଯାଜପୁର: ଯାଜପୁର ଟାଉନର ବିଭିନ୍ନ ମାର୍କେଟକୁ ପୂର୍ବତନ ବିଧାୟକଙ୍କ ଗସ୍ତ,ବିକାଶକୁ ନେଇ ଵେବସାୟୀଙ୍କ ସହିତ କଲେ ଆଲୋଚନା
Jajapur, Jajpur | Aug 24, 2025
ଯାଜପୁର ଟାଉନର ବିଭିନ୍ନ ମାର୍କେଟକୁ ପୂର୍ବତନ ବିଧାୟକଙ୍କ ଗସ୍ତ,ବିକାଶକୁ ନେଇ ଵେବସାୟୀଙ୍କ ସହିତ କଲେ ଆଲୋଚନା l ଯାଜପୁର ଟାଉନର ବିଭିନ୍ନ ମାର୍କେଟର ବିକାଶ ପାଇଁ ପାଇଁ ଅଣ୍ଟା ଭିଡ଼ିଛନ୍ତି ପୂର୍ବତନ ବିଧାୟକ ପ୍ରଣବ ପ୍ରକଶ ଦାସ l ଶ୍ରୀ ଦାସ ଆଜି ଯାଜପୁର ଟାଉନ ଅଞ୍ଚଳର ବିଭିନ୍ନ ମାର୍କେଟ ଛକରେ ପହଂଚି ଵେବସାୟୀ ମାନଙ୍କୁ ବିଭିନ୍ନ ସମସ୍ୟା ଉପରେ ପଚରା ଉଚରା କରିବା କରିବା ସହିତ ସମାଧାନ ସମ୍ପର୍କରେ ଆଲୋଚନା କରିଥିଲେ l ତେବେ ପୂର୍ବତନ ବିଧାୟକଙ୍କ ଏହି ଗସ୍ତ ସମୟରେ ଦଳୀୟ କର୍ମକର୍ତା ମାନେ ଉପସ୍ଥିତ ଥିଲେ l