This browser does not support the video element.
କଟକ ପୌରାଞ୍ଚଳ: ଆଠଗଡ ତାରିଣୀ ଛକରେ ଅବକାରୀ ବିଭାଗର ଚଢ଼ାଉ, ଗଞ୍ଜେଇ ଜବତ ସହ ଜଣେ ଗିରଫ
Cuttack M Corp PS, Cuttack | Sep 11, 2025
କଟକ ଜିଲ୍ଲା ଆଠଗଡ ଥାନା ଅନ୍ତର୍ଗତ ତାରିଣୀ ଛକ ଠାରେ ଅବକାରୀ ବିଭାଗ ପକ୍ଷରୁ ଚଡାଉ କରାଯାଇ ୩ କେଜି ୭୦୦ ଗ୍ରାମ ଗଞ୍ଜେଇ ଜବତ ସହ ଜଣକୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ଜଣକ ହେଲା ଉତ୍ତର ପ୍ରଦେଶ ରାଜ୍ୟର ବିକାଶ କୁମାର। ଏ ନେଇ ଗୁରୁବାର ରାତି ୧୦.୩୦ ମିନିଟ ସମୟରେ ସୂଚନା ଦେଇଛନ୍ତି କଟକ ଜିଲ୍ଲା ଅବକାରୀ ବିଭାଗ ଏସପି। ଅଭିଯୁକ୍ତକୁ ଆଜି ସନ୍ଧ୍ୟା ୭ ଟା ସମୟରେ କୋର୍ଟ ଚାଲାଣ କରାଯାଇଛି।