Download Now Banner

This browser does not support the video element.

ନବରଙ୍ଗପୁର ପୋଲିସ ଷ୍ଟେସନ: ଚକାଛପର ରେ ଟେକନୋ ଗୁରୁକୁଳ ସ୍କୁଲର ନୂତନ କୋଠା ର ଶୁଭ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ, ଯୋଗଦେଲେ ମନ୍ତ୍ରୀ ସାଂସଦ ଏବଂ ବିଧାୟକ

Nabarangapur PS, Nabarangpur | Aug 27, 2025
ଚକା ଛପର ରେ ଟେକନୋ ଗୁରୁକୁଳ ସ୍କୁଲର ନୂତନ କୋଠା ର ଶୁଭ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ, ଯୋଗଦେଲେ ମନ୍ତ୍ରୀ ସାଂସଦ ଏବଂ ବିଧାୟକ ନବରଙ୍ଗପୁର ଜିଲ୍ଲା ସଦର ବ୍ଲକର ଚକାଛପର ଠାରେ ଟେକନୋ ଗୁରୁକୁଳ ସ୍କୁଲର ନୂତନ ବିଦ୍ୟାଳୟ ପ୍ରତିଷ୍ଠା ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଦ୍ୟାଳୟ ଏବଂ ଗଣଶିକ୍ଷା ଵିଭାଗ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ସମ୍ମାନିତ ଅତିଥି ଭାବେ ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀଶଙ୍କର ମାଝୀ, ନବରଙ୍ଗପୁର ସାଂସଦ ଶ୍ରୀ ବଳଭଦ୍ର ମାଝୀ ଓ ବଣିକ ସଂଘ ସଭାପତି ଶ୍ରୀ କାହ୍ନୁ ଦାସ ଯୋଗଦେଇଥିଲେ
Read More News
T & CPrivacy PolicyContact Us