Download Now Banner

This browser does not support the video element.

ନୂଆପଡା: ଯୋଗୀମୁଣ୍ଡା ବୋରରା ଜଙ୍ଗଲରେ ଝୁଲନ୍ତା ଅବସ୍ଥାରେ ଅଛି ଜଣେ ଯୁବକଙ୍କ ମୃତଦେହ

Nuapada, Nuapada | Sep 1, 2025
କୋମନା ଥାନା ସୁନାବେଡ଼ା ଅଭୟାରଣ୍ୟ ଯୋଗୀମୁଣ୍ଡା ବୋରରା ଜଙ୍ଗଲକୁ ଆଜି କିଛି ଲୋକ ଗାଈ ଚରାଇବା ପାଇଁ ଯାଇଥବା ସମୟରେ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଦେଖିବାକୁ ପାଇଥିଲେ।ମୃତଦେହଟି କିଛି ଦିନତଳେ ତିନି ଜଣଙ୍କୁ ତୀର ମାଡ଼ କରି ଫେରାର ଥିବା ଲାଳଧର ପହରିଆଙ୍କ ବୋଲି ଜଣାପଡ଼ିଛି। ଖବର ଲେଖାହେବା ପର୍ଯ୍ୟନ୍ତ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନଥିବା ଜଣାପଡିଛି।
Read More News
T & CPrivacy PolicyContact Us