Install App
papukumar911
This browser does not support the video element.
ପୁରୀ ମ୍ୟୁନିସିପାଲଟି: ଆଇନଜୀବୀ ଚନ୍ଦନ ବେହେରା ହତ୍ୟାକାଣ୍ଡର ରାୟ ପ୍ରକାଶ, ୩ ଜଣ ଦୋଷୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜଜ
Puri M, Puri | May 31, 2025
ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ଆଇନଜୀବୀ ଚନ୍ଦନ ବେହେରା ହତ୍ୟାକାଣ୍ଡ ମାମଲାର ରାୟ ପ୍ରକାଶ, 3ଜଣ ଦୋଷୀଙ୍କୁ ଆଜୀବନ କାରାଦଣ୍ଡାଦେଶ l 2017 ମସିହା ଜାନୁଆରୀ 8ତାରିଖ ସନ୍ଧ୍ୟାରେ କୋର୍ଟ ନିକଟ ଏକ ରେସ୍ତୁରାଣ୍ଟ ସମ୍ମୁଖରେ ଘଟିଥିବା ଆଇନଜୀବି ଚନ୍ଦନ ବେହେରା ହତ୍ୟାକାଣ୍ଡ ଘଟଣାର ରାୟ ପ୍ରକାଶ ପାଇଛି l ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜଜ ସୈକତ ପାତ୍ରଙ୍କ କୋର୍ଟରେ ରାୟ ପ୍ରକାଶ ପାଇଛି l 3ଜଣକୁ ଦୋଷୀ ସାବ୍ୟସ୍ତ କରାଯାଇ ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି ମାନ୍ୟବର କୋର୍ଟ l
Share
Read More News
T & C
Privacy Policy
Contact Us
Your browser does not support JavaScript!