Download Now Banner

This browser does not support the video element.

ଓରିଏଣ୍ଟ: ବେଲପାହାଡ଼ ପୌରପରିଷଦରେ ଆର୍ଥିକ ଅନିୟମିତତା ଘଟଣାରେ ବେଲପାହାଡ ର ପୂର୍ବତନ କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କୁ ଗିରଫ କଳା ଇଓଡ଼ବ୍ଲ୍ୟୁ

Orient, Jharsuguda | Sep 2, 2025
ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ପୌରପରିଷଦରେ ଆର୍ଥିକ ଅନିୟମିତତା ଘଟଣାରେ ବେଲପାହାଡ ର ପୂର୍ବତନ କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କୁ ଗିରଫ କରିଛି ଇଓଡ଼ବ୍ଲ୍ୟୁ l ୨୦୨୪-୨୫ ବର୍ଷ ରେ କୋଟି କୋଟି ଟଙ୍କା ର ହେରଫେର କରି ଦୁର୍ନୀତି ମାମଲାରେ ଛନ୍ଦୀ ହୋଇଥିଲେ ବେଲପାହାଡ ପୌରପରିଷଦ ର ପୂର୍ବତନ ନିର୍ବାହୀ ଅଧିକାରୀ ମଧୁସ୍ମିତା ସିଂ l
Read More News
T & CPrivacy PolicyContact Us