Install App
shantanupanda7
This browser does not support the video element.
ମୋରଡା: ମୋରଡା ବ୍ଲକ ଅଫିସରେ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଭାବେ କାର୍ଯ୍ୟରତ ଇଦର ଗ୍ରାମର ଯୁବକ ହରିରାମଙ୍କ ନିଖୋଜ ଘଟଣାରେ ମାମଲା ରୁଜୁକଲା ପୁଲିସ
Muruda, Mayurbhanj | Aug 23, 2025
ମୋରଡା ବ୍ଲକରେ କାର୍ଯ୍ୟରତ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀଙ୍କ ନିଖୋଜ ଘଟଣାରେ ଶନିବାର ରାତି ସାଢେ ଦଶଟାରେ ମାମଲା ରୁଜୁକରି ତଦନ୍ତ ଆରମ୍ଭକଲା ପୁଲିସ l ଏତଲାକାରୀ ମୋରଡା ବ୍ଲକ ଇଦର ଗ୍ରାମର ନୟନ କୁମାର ମୁର୍ମୁଙ୍କ ଅଭିଯୋଗ ମୁତାବକ ତାଙ୍କର ପୁଅ ହରିରାମ ମୁର୍ମୁ ମୋରଡା ବ୍ଲକ ଅଫିସରେ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଭାବରେ କାର୍ଯ୍ୟରତ ଅଛନ୍ତି l ଚଳିତମାସ ୬ତାରିଖରେ ଘରୁ ଅଫିସ ଯାଉଛନ୍ତି କହି ଆସିଥିବା ବେଳେ ଆଉ ଘରକୁ ଫେରିନଥିଲେ l
Share
Read More News
T & C
Privacy Policy
Contact Us
Your browser does not support JavaScript!