Download Now Banner

This browser does not support the video element.

ଯାଜପୁର: ବରାହ ମନ୍ଦିର ବୈତରଣୀ ନଦୀ କୂଳରେ ଅଳିହା ଆବର୍ଜନା ଢ଼ାଳିବା ବନ୍ଦ କରିବା ଦାବିରେ ଗ୍ରାମବାସୀଙ୍କ ପକ୍ଷରୁ ଗାଡି ଆଗରେ ଧାରଣା

Jajapur, Jajpur | Sep 2, 2025
ବରାହ ମନ୍ଦିର ବୈତରଣୀ ନଦୀ କୂଳରେ ଅଳିହା ଆବର୍ଜନା ଢ଼ାଳିବା ବନ୍ଦ କରିବା ଦାବିରେ ଗ୍ରାମବାସୀଙ୍କ ପକ୍ଷରୁ ଗାଡି ଆଗରେ ଧାରଣା l ଯାଜପୁର ଟାଉନ ପୌର ପାଳିକା ପକ୍ଷରୁ ଅନେକ ଦିନ ହେବ ବରାହ ମନ୍ଦିର ବୈତରଣୀ ନଦୀକୂଳରେ ସହରର ଅଳିହା ଆବର୍ଜନା ଢଳା ଯାଉଛି l ଯାହାକୁ ଗ୍ରାମବାସୀ ମାନେ ଅନେକ ସମୟ ଧରି ବିରୋଧ କଲେବି ପୌର ପ୍ରଶାସନ ପକ୍ଷରୁ କର୍ଣ୍ଣପାତ କରୁନାହାନ୍ତି l ଏହା ପ୍ରତିବାଦରେ ଆଜି ଅନେକ ଗ୍ରାମବାସୀ ଏହି ସ୍ଥାନରେ ଅଳିହା ଆବର୍ଜନା ଢାଳିବାକୁ ଆସିଥିବା ଗାଡିକୁ ବିରୋଧ କରିଥିଲେ l
Read More News
T & CPrivacy PolicyContact Us