Install App
angulkhabar123
This browser does not support the video element.
ଅନୁଗୋଳ: ସହରରେ ଗଣେଶ ପୂଜା ଭସାଣୀରେ ସାଉଣ୍ଡ, ଲାଇଟ୍ ଓ ଉଚ୍ଚତା ଯାଞ୍ଚ୍ କରି ପ୍ରତିକ୍ରିୟା ରଖିଲେ ଅନୁଗୋଳ ଉପ ଜିଲ୍ଲାପାଳ
Anugul, Angul | Sep 3, 2025
ଅନୁଗୋଳ ସହରରେ ଆଜି ଗଣେଶ ପୂଜା ଭସାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ଶବ୍ଦ ପ୍ରଦୂଷଣ, ଲେଜର ଲାଇଟ୍ ଓ ସାଉଣ୍ଡ ଉଚ୍ଚତା ସହିତ ଅନ୍ୟାନ୍ୟ ସମସ୍ୟା ନେଇ ଯାଞ୍ଚ କରାଯାଇଛି। ଏଥିରେ ଅନୁଗୋଳ ଉପ ଜିଲ୍ଲାପାଳ, ତହସିଲଦାର, ପୋଲିସ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀ ମାନେ ଉପସ୍ଥିତ ଥିଲେ।
Share
Read More News
T & C
Privacy Policy
Contact Us
Your browser does not support JavaScript!