This browser does not support the video element.
କୋରାପୁଟ ସହର: କୋରାପୁଟ ଜିଲ୍ଲାପାଳ କାର୍ଯ୍ୟଳୟ ସମ୍ମିଳନୀ କକ୍ଷରେ ଏକ ପେଡ ମାଁ କେ ନାମ ଅଭିଯାନର ଆସନ୍ତା ୧୭ ତାରିଖର କାର୍ଯ୍ୟକ୍ରମ ନେଇ ପ୍ରସ୍ତୁତି ବୈଠକ
Koraput Town, Koraput | Sep 12, 2025
କୋରାପୁଟ ଜିଲ୍ଲାରେ ଆସନ୍ତା ୧୭ ତାରିଖରେ 'ଏକ୍ ପେଡ୍ ମା' କେ ନାମ୍ ' ଅଭିଯାନ ଅଧିନରେ ଅନୁଷ୍ଠିତ ହେବାକୁ ଥିବା ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଉପଲକ୍ଷେ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ ଅବସରରେ ଜିଲ୍ଲାର ପ୍ରତୈକ ପଞ୍ଚାୟତରେ ୫ଶହ ବୃକ୍ଷ ରୋପଣ କରାଯିବା ସହ ଜିଲ୍ଲା ସ୍ତରରେ ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବ। ଆଜି ରାତି ୮ଟା ସମୟରେ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକରେ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।