Download Now Banner

This browser does not support the video element.

କୋରେଇ: କୁଆଖିଆ ଥାନା ଖଣ୍ଡିତର ବ୍ରିଜ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଚାଉଳ ବୋଝଇ ଟ୍ରକ,ଅଳ୍ପକେ ବର୍ତ୍ତିଲେ ଚାଳକ

Korai, Jajpur | Sep 9, 2025
କୁଆଖିଆ ଥାନା ଖଣ୍ଡିତର ବ୍ରିଜ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଚାଉଳ ବୋଝଇ ଟ୍ରକ,ଅଳ୍ପକେ ବର୍ତ୍ତିଲେ ଚାଳକ l ଆଜି ଏକ ଚାଉଳ ବୋଝେଇ ଟ୍ରକ ଗାଡି ପାଣିକୋଇଲି ଆଡୁ କୁଆଖିଆ ଆଡେ ଯାଉଥିଲା l ହଠାତ କୌଣସି କାରଣରୁ ଖଣ୍ଡିତର ବ୍ରିଜ ନିକଟରେ ଭାରସାମ୍ୟ ହରାଇ ବ୍ରିଜ ତଳକୁ ଓଲଟି ପଡ଼ିଥିଲା l ଦୁର୍ଘଟଣା ଖବର ପାଇ ସ୍ଥାନୀୟ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଂଚି ଡ୍ରାଇଭରକୁ ଉଦ୍ଧାର କରିଥିଲେ l ସୌଭାଗ୍ୟ ବସତ ଚାଳକଙ୍କ କୌଣସି କ୍ଷତି ହେଇନଥିବା ସୂଚନା ମିଳିଛି l
Read More News
T & CPrivacy PolicyContact Us