This browser does not support the video element.
ଭଦ୍ରକ ଗ୍ରାମାଞ୍ଚଳ: ୨ ମୋଟର ସାଇକଲ ଧକ୍କା। ଉଭୟ ଚାଳକ ଧାମନଗର ମେଡିକାଲ୍ ରେ ଭର୍ତ୍ତି
Bhadrak Rural, Bhadrak | Sep 1, 2025
୨ ମୋଟର ସାଇକଲ ଧକ୍କା। ଉଭୟ ଚାଳକ ମେଡିକାଲ୍ ରେ ଭର୍ତ୍ତି। ସୂଚନା ମୁତାବକ ଗତକାଲି ବିଳମ୍ବିତ ବିଳମ୍ୱିତ ରାତ୍ରୀରେ ଧାମନଗର ରୁ ଚୁଡାକୁଟି ମୁଖ୍ୟ ରାସ୍ତାରେ ୨ ମୋଟର ସାଇକେଲ ମୁହାଁ ମୁହିଁ ଧକ୍କାରେ ଉଭୟ ଚାଳକ ଗୁରୁତ୍ୱର ହୋଇ ଧାମନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି ହୋଇଥିବା ଦେଖିବାକୁ ମିଳିଛି। ତେବେ କୋଉ କାରଣରୁ ଏହି ଦୁର୍ଘଟଣା ଘଟିଲା ତାହା ସ୍ପଷ୍ଟ ହୋଇନଥିବା ବେଳେ ଉଭୟ ଙ୍କ ଚିକିତ୍ସା ଚାଲିଥିବା ସୂଚନା ମିଳିଛି।