Download Now Banner

This browser does not support the video element.

ସମ୍ବଲପୁର ମ୍ୟୁନିସିପାଲଟି: ବେହେରାମୁଣ୍ଡାରେ ପାନୀୟ ଜଳ ସମସ୍ୟା ନେଇ ରାସ୍ତାରୋକ କଲେ ଅଞ୍ଚଳବାସୀ

Sambalpur M, Sambalpur | Aug 27, 2025
ମହାନଗର ନିଗମ ଅନ୍ତର୍ଗତ ବେହେରାମୁଣ୍ଡା ରେ ପାନୀୟ ଜଳ ସମସ୍ୟା ନେଇ ଅଂଚଳବାସୀ କଲେ ରାସ୍ତାରୋକ ମିଳିଥିବା ସୂଚନା ଅନୁଯାଇ ଆଜି ସକାଳ 9ଟାରେ ଅଂଚଳ ବାସୀ ପାନିୟ ଜଳ ସମଶ୍ୟାକୁ ନେଇ ରାସ୍ତାରୋକ କରିଥିଲେ l ସେପଟେ ଘଟଣାସ୍ଥଳ ରେ ପୋଲିସ ଓ ମହାନଗର ନିଗମ ର ଅଧିକାରୀମାନେ ପହଁଚି ଲୋକଙ୍କୁ ବୁଝା ସୁଝା କରିବା ପରେ ଦିନ 11ଟାରେ ରାସ୍ତାରୋକ ହଟିଥିବା ସୂଚନା ମିଳିଛି l
Read More News
T & CPrivacy PolicyContact Us