Download Now Banner

This browser does not support the video element.

କଟକ ପୌରାଞ୍ଚଳ: ଭରତପୁର ଅଞ୍ଚଳ ନିଶାନିବାରଣ କେନ୍ଦ୍ର ପରିସରରେ କଟକ ଜିଲ୍ଲାର ଜଣେ ଯୁବକଙ୍କୁ ପିଟି ପିଟି ମାରିଦେବା ନେଇ ଅଭିଯୋଗ

Cuttack M Corp PS, Cuttack | Sep 3, 2025
ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଭରତପୁର ଅଞ୍ଚଳରେ ଥ‌ିବା ଏକ ନିଶା ନିବାରଣ କେନ୍ଦ୍ରରେ ଅଘଟଣ । କଟକ ଜିଲ୍ଲା ବାଙ୍କୀ ଥାନା ସିଂହନାଥପୁରର ସୂର୍ଯ୍ୟକାନ୍ତ ମହାପାତ୍ରଙ୍କ ହୋଇଛି ମୃତ୍ୟୁ । ଅଗଷ୍ଟ ୨୯ ତାରିଖ ଦିନ ଡିଅର ଲାଇଭ ହିଲିଂ ନାମକ ନିଶା ନିବାରଣ କେନ୍ଦ୍ରରେ ସୂର୍ଯ୍ୟକାନ୍ତଙ୍କୁ ଭର୍ତ୍ତି କରାଯାଇଥିଲା । ଗତକାଲି ସନ୍ଧ୍ୟାରେ ସେ ଆତ୍ମହତ୍ୟା କରିଥିବା ନିଶା ନିବାରଣ କେନ୍ଦ୍ର ପକ୍ଷରୁ ଜଣାଯାଇଥିଲା। କିନ୍ତୁ ପରିବାର ଲୋକେ ପହଁଚିବା ବେଳକୁ ଏହା ଆତ୍ମହତ୍ୟା ନୁହେଁ, ବରଂ ହତ୍ୟା ବୋଲି ଅଭିଯୋଗ ଆଣିଥିଲେ । ମୃତ ବ୍ୟକ୍ତିଙ୍କ ବୟସ ୨୮ ବର୍ଷ । ତ
Read More News
T & CPrivacy PolicyContact Us