This browser does not support the video element.
ସୋନପୁର: ତରଭା ଅଞ୍ଚଳରେ ଦିନକୁ ଦିନ ବଢିଚାଲିଛି ଅପରାଧିକ କାର୍ଯ୍ୟକଳାପ ଏହାକୁ ରୋକିବା ପାଇଁ ତରଭା ଥାନା ଅଧିକାରୀଙ୍କୁ ଦାବିପତ୍ର ଦେଲେ ସରଗଜଅଞ୍ଚଳବାସୀ
Sonapur, Subarnapur (Sonepur) | Sep 11, 2025
ତରଭା ଅଞ୍ଚଳରେ ଦିନକୁ ଦିନ ବଢିଚାଲିଛି ଚୋରି, ଡକାୟତି, ଲୁଟପାଟ, ନିଶା କାରବାର ଭଳି ଅନେକ ଘଟଣା I ଏହି କ୍ରମରେ ସରଗଜ ଗ୍ରାମପଞ୍ଚାୟତ ମଧ୍ୟ ବାଦ ପଡ଼ିନାହିଁ I ସରଗଜ ଗ୍ରାମପଞ୍ଚାୟତରେ ପୂର୍ବରୁ ଏଟିଏମ ମେସିନ ଭାଙ୍ଗି ଟଙ୍କା ଲୁଟ ଉଦ୍ଦ୍ୟମ, ସରଗଜ ସ୍ମାର୍ଟ ସ୍କୁଲ ଆଗରେ ଦିନ ଡାହାଡ଼େ ୩ ଲକ୍ଷରୁ ଉର୍ଦ୍ଧ ଟଙ୍କା ଲୁଟ ଘଟଣା ଲୋକଙ୍କ ମନରୁ ଯାଇ ନ ଥିବା ବେଳେ ପୁଣି କିଛି ଦିନ ହେବ ଚୋରି ଭଳି ଘଟଣା ଘଟିଥିବା ନେଇ ଅଞ୍ଚଳବାସୀ ଭୟଭୀତ ଅଛନ୍ତି I ଏହାକୁ ନେଇ ଆଜି ସରଗଜ ଗ୍ରାମପଞ୍ଚାୟତ ର ବହୁ ବ୍ୟକ୍ତି ବିଶେଷ, ଯୁବକ ଏକଜୁଟ ହୋଇ ତରଭା ଥାନାକୁ ଆସି ଆଇଆଇସି ଅନିତା କିଟୋ ଙ୍କୁ ଲିଖିତ