This browser does not support the video element.
ଯାଜପୁର: ଫେରୋକ୍ରମ ମା' ମଙ୍ଗଳା ଛକରେ ବାଇକରୁ ପଡ଼ି ଯୁବକ ଆହତ
Jajapur, Jajpur | Aug 24, 2025
ଫେରୋକ୍ରମ ମା ମଙ୍ଗଳା ଛକରେ ବାଇକ ଆଗରେ କୁକୁର ପଶିଯିବାରୁ ବାଇକରୁ ପଡି ଯୁବକ ଆହତ l ସ୍ଥାନୀୟ ଅଞ୍ଚଳର ଜନୈକ ଯୁବକ ବାଇକରେ ବସ ଷ୍ଟାଣ୍ଡ ଆଡେ ଆସୁଥିଲେ l ହଠାତ ଫେରୋକ୍ରମ ମା ମଙ୍ଗଳା ଛକରେ କିଛି କୁକୁର ବାଇକ ଆଗରେ ପଶିଯିବାରୁ ଭାରସାମ୍ୟ ହରାଇ ଯୁବକ ଜଣଙ୍କ ଖୋପାଡ଼ି ହେଇ ପଡି ଆହତ ହେଇଥିଲେ l ଦୁର୍ଘଟଣାକୁ ଦେଖି ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଂଚି ଆହତ ଯୁବକକୁ ଚିକିତ୍ସା ପାଇଁ ଯାଜପୁର ରୋଡ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଆସିଥିଲେ l