Download Now Banner

This browser does not support the video element.

ପାଟଣାଗଡ: ବାଞୀଝାଲ ରେ ଗଣେଶ ବିସଜନ ସାରି ଘରକୁ ଫେରି ବିଷ ପିଇ ଯୁବକ କଲା ଆତ୍ମହତ୍ୟା

Patnagarh, Balangir | Aug 31, 2025
ଗତ କାଳି ରାତିରେ ବାଞୀଝାଲ ଗ୍ରାମରେ ଗଣେଶ ବିସଜନ ସାରି ଗ୍ରାମର ଯୁବକ ସଜୀବ ବରିହା ଘରକୁ ଆସି ବିଷ ପିଇ ଦେଇ ଥିଲା ତାଙ୍କୁ ଉଦ୍ଧାର କରି ପରିବାର ଲୋକେ ପାଟଣାଗଡ଼ ଡ଼ାକ୍ତରଖାନାକୁ ଆଣି ଥିଲେ ଏଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ସ୍ଥାନୀୟ ପୋଲିସ ରବିବାର ସକାଳୁ ଡ଼ାକ୍ତରଖାନାରେ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି
Read More News
T & CPrivacy PolicyContact Us