This browser does not support the video element.
ଭଦ୍ରକ ଗ୍ରାମାଞ୍ଚଳ: ଭଣ୍ଡାରିପୋଖରୀ ପାଳଦା ବାଙ୍କ ଛକ ରାସ୍ତାରେ ଫାସିଲା ଆଳୁ ବୋଝେଇ ଟ୍ରକ, ହଇରାଣ ହେଉଛନ୍ତି ପଥଚାରୀ
Bhadrak Rural, Bhadrak | Sep 11, 2025
ଫଶିଲା ଟ୍ରକ।ଅସୁବିଧାର ସମ୍ମୁଖିନ ହେଉଛନ୍ତି ପଥଚାରୀ।ଭଣ୍ଡାରିପୋଖରୀ ପୂର୍ତ୍ତବିଭାଗ ରାସ୍ତାର ପାଳଦା ବାଙ୍କ ଛକ ରାସ୍ତାରେ ଏକ ଆଳୁ ବୋଝେଇ ଟ୍ରକ କୁ ମନା କରିବା ସତ୍ତ୍ୱେ ଡ଼୍ରାଇଭର ଜୋର ଜବରଦସ୍ତ ଆଳୁ ବୋଝେଇ ଟ୍ରକ ପୁରାଇବା ବେଳେ ଟ୍ରକ ଟି ଫସି ଯାଇଥିବା ଦେଖିବାକୁ ମିଳିଛି। ପଥଚାରୀ ମାନେ ସେଇ ରାସ୍ତା ଦେଇ ନଯାଇପାରି ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳିଛି।ତେବେ ଟ୍ରକ ଡ୍ରାଇଭର ଙ୍କ ମନମାନି ପାଇଁ ଏମିତି ଘଟଣା ଘଟିଥିବା ସୂଚନା ମିଳିଛି।