This browser does not support the video element.
ଆସିକା: ଜୟପୁର ଗ୍ରାମରେ ସାପ କାମୁଡା ରେ ମହିଳା ମୃତ
Asika, Ganjam | Sep 8, 2025
ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ କୋଟିନଡା ଥାନା ଅନ୍ତର୍ଗତ ଜୟପୁର ଗ୍ରାମ ବିଷାକ୍ତ ସାପ କାମୁଡ଼ାରେ ଜଣେ ମହିଳା ଙ୍କ ମୃତ୍ୟୁ ହୋଇଛି l ମୃତ ମହିଳା ଜୟପୁର ସନ୍ତୋଷୀ ମନ୍ଦିର ସାହି ର ଜୟଦେବ ଲେଙ୍କାଙ୍କ ପତ୍ନୀ ଲକ୍ଷ୍ମୀ ଲେଙ୍କା ହୋଇଥିବା ଜଣାପଡିଛି l ସୂଚନା ଅନୁସାରେ ଲକ୍ଷ୍ମୀ ସବୁଦିନ ଭଳି ଆଜି ମଧ୍ୟ ସ୍ୱାମୀ ଙ୍କ ସହ ଚାଷ କ୍ଷେତ କୁ ଯାଉଥିବା ବେଳେ ଲଷ୍ମୀ ଙ୍କ ଡାହାଣ ପାଦକୁ ଏକ ବିଷଧର ସାପ କାମୁଡି ଥିଲା l