Download Now Banner

This browser does not support the video element.

କଟକ ପୌରାଞ୍ଚଳ: ଶହୀଦ ଭବନରେ ଦଶହରା ପ୍ରସ୍ତୁତି ବୈଠକ ନେଇ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା

Cuttack M Corp PS, Cuttack | Sep 10, 2025
କଟକ ଶହୀଦ ଭବନରେ ଚଳିତ ବର୍ଷ ଦଶହରା ନେଇ କଟକ ଜିଲ୍ଳା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜନସାଧାରଣଙ୍କ ସୁରକ୍ଷା, ବିଦ୍ୟୁତ୍ ଓ ଅଗ୍ନି ନିରାପତ୍ତାକୁ ଅଧିକ ଗୁରୁତ୍ବ ଦିଆଯିବ। ରାସ୍ତା ଅବରୋଧ ନକରି ପୂଜା ପାଳନ ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି ବୋଲି ବୁଧବାର ସନ୍ଧ୍ୟା ୭ ଟା ସମୟରେ ଶହୀଦ ଭବନରେ ନିଜ ପ୍ରତିକ୍ରିୟାରେ କହିଛନ୍ତି କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ।
Read More News
T & CPrivacy PolicyContact Us