Download Now Banner

This browser does not support the video element.

ସୁକିନ୍ଦା: କାଦୁଅବନ୍ଦୀ ରେଙ୍ଗାଲି ରାସ୍ତାରେ ବାଇକ ଦୁର୍ଘଟଣାରେ ମା' ଓ ଶିଶୁ ପୁତ୍ର ଗୁରୁତର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର

Sukinda, Jajpur | Aug 25, 2025
କାଦୁଅବନ୍ଦୀ ରେଙ୍ଗାଲି ରାସ୍ତାରେ ବାଇକ ଦୁର୍ଘଟଣାରେ କାଙ୍କଡପାଳ ଗ୍ରାମ ପଞ୍ଚାୟତ ଅଧିନସ୍ଥ ଚଟକିପଶି ଗ୍ରାମର ନରେନ୍ଦ୍ର ମହାନ୍ତ ସ୍ତ୍ରୀ ପ୍ରଭାତୀ ମହାନ୍ତ ଓ ତାଙ୍କ ଶିଶୁ ପୁତ୍ର ଗୁରୁତର ହୋଇଯାଇଥିଲେ । ସ୍ଥାନୀୟ ଲୋକ ମାନଙ୍କ ସହାୟତାରେ ନରେନ୍ଦ୍ର ମହାନ୍ତ ସ୍ତ୍ରୀ ପ୍ରଭାତୀ ମହାନ୍ତ ଓ ତାଙ୍କ ଶିଶୁ ପୁତ୍ର ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସୁକିନ୍ଦା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।
Read More News
T & CPrivacy PolicyContact Us