Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଆସନ୍ତା କାଲି ଖାଲି ହେବ ଉତ୍କଳ ବିଶ୍ଵବିଦ୍ୟାଳୟ ଷ୍ଟାପ କ୍ଵାଟର, ସହିଦନଗର ଥାନାରେ ଏସିପି ଙ୍କ ପ୍ରତିକ୍ରିୟା

Bhubaneswar M Corp, Khordha | Sep 10, 2025
ଅପରେସନ ବାଣୀବିହାର | ଆସନ୍ତା କାଲି କ୍ଵାଟର ଖାଲି କରିବ ପୋଲିସ | ଯେଉଁ କ୍ଵାଟର ଗୁଡିକ ବେଇଆନ ଭାବେ ମାଡି ବସିଛନ୍ତି ସେମାନଙ୍କୁ ଉଛେଦ କରିବ ପୋଲିସ | ଏନେଇ ଆଜି ବାଣୀବିହାର କତୃପକ୍ଷ କମିଶନରେଟ ପୋଲିସ ସହ ଆଲୋଚନା କରିଛନ୍ତି | ଏହାପରେ ବେଆଇନ ଭାବେ ଗଢି ଉଠିଥିବା ଦୋକାନ ଗୁଡିକୁ ଭଂଗାଯିବ ବୋଲି କହିଛନ୍ତି ଏସିପି |
Read More News
T & CPrivacy PolicyContact Us