This browser does not support the video element.
ତଲସରା: ସିଆଁମାଲ ପେଟଫୋଡ଼ ଓ ଆଲୁଡେଗା ରାଜସ୍ବ ଗ୍ରାମ କୁ ନେଇ ନୂତନ ଗ୍ରାମ ପଞ୍ଚାୟତ ଗଠନ ଦାବି
Talasara, Sundargarh | Sep 8, 2025
ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ବ୍ଳକ ଅନ୍ତର୍ଗତ ରୁନଗା ଗ୍ରାମ ପଞ୍ଚାୟତର ସିଆମାଲ ପେଟଫୋଡ଼ ଓ ଆଲୁଡେଗା ରାଜସ୍ବ ଗ୍ରାମ କୁ ନେଇ ଏକ ନୂତନ ଗ୍ରାମ ପଞ୍ଚାୟତ ଗଠନ ପାଇଁ ଦାବି ହେଉଛି। ଆଜି ସିଆମାଲ ଗ୍ରାମ ରେ ଏକ ବୈଠକ ଅନୁଷ୍ଠିତ ହୋଇଛି ଏହି ବୈଠକରେ ଏହି ତିନି ନିଜସ୍ଵ ଗ୍ରାମ କୁ ନେଇ ନୂତନ ଗ୍ରାମ ପଞ୍ଚାୟତ ଗଠନ ଦାବି ହୋଇଛି।