This browser does not support the video element.
ତଲସରା: ଗଉରପଡ଼ା ଗଣେଶ ପୂଜା ବିସର୍ଜନ ଶୋଭାଯାତ୍ରା ମହାସମାରୋହରେ ଅନୁଷ୍ଠିତ
Talasara, Sundargarh | Aug 30, 2025
ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ବ୍ଳକ ଅନ୍ତର୍ଗତ ବଡ଼ଗାଁ ର ଗଉରପଡ଼ା ଗଣେଶ ପୂଜା ବିସର୍ଜନ ଶୋଭାଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଗ୍ରାମର ଶତାଧିକ ଗ୍ରାମବାସୀମାନେ ଅଂଶଗ୍ରହଣ କରିଥିଲେ। ଏହି ବିସର୍ଜନ ଶୋଭାଯାତ୍ରା ବଡ଼ଗାଁ ବସଷ୍ଟାଣ୍ଡ ଗୋଲେଇ ଛକରୁ ପୋଷ୍ଟ ଅଫିସ ଦେଇ ବଡ଼ଗାଁ ପରିକ୍ରମା କରିଥିଲେ।