Install App
dhenkanalknagar
This browser does not support the video element.
କାମାକ୍ଷାନଗର: କାମାକ୍ଷାନଗର ବ୍ଲକ ଆଗରେ ବର୍ଷାରେ ଶୁକ୍ରବାର ୧୨ଟାରେ ମିଶନଶକ୍ତି ବିଭାଗର ଗୋଷ୍ଠି ସହାୟିକାଙ୍କ ତରଫରୁ ପାରିଶ୍ରମିକ ଦାବିରେ ଗଣଧାରଣ
Kamakshyanagar, Dhenkanal | Sep 26, 2025
କାମାକ୍ଷାନଗର ବ୍ଲକ ଆଗରେ ବର୍ଷାରେ ଶୁକ୍ରବାର ୧୨ଟାରେ ମିଶନଶକ୍ତି ବିଭାଗର ଗୋଷ୍ଠି ସହାୟିକାଙ୍କ ତରଫରୁ ପାରିଶ୍ରମିକ ଦାବିରେ ଗଣଧାରଣ ।ମିଶନଶକ୍ତି ବିଭାଗର ଗୋଷ୍ଠି ସହାୟିକା ମାନଙ୍କୁ ସଠିକ ସମୟରେ ପାରିଶ୍ରମିକ ଦେବାକୁ ଦାବିରେ କାମାକ୍ଷାନଗର ବ୍ଲକ ଆଗରେ ଶୁକ୍ରବାର ଲଗାଣ ବର୍ଷାରେ ଗଣଧାରଣାରେ ବସିବା ସହିତ ଆନ୍ଦୋଳନ କରୁଛନ୍ତି ।ଦାବି ପୂରଣ ନହେବା ଯାଏ ଚାଲିବ ଆନ୍ଦୋଳନ ।
Share
Read More News
T & C
Privacy Policy
Contact Us
Your browser does not support JavaScript!