This browser does not support the video element.
ଭଦ୍ରକ ଗ୍ରାମାଞ୍ଚଳ: ରାସ୍ତା ରୁ ଖସିଲା ପାଣି । ଆଜି ବନ୍ୟା ପାଣି କମିଲା ପରେ ବୋଡ଼କ ଠାରେ ରାସ୍ତା ପ୍ରତି ବିପଦ ସୃଷ୍ଟି ହୋଇଛି
Bhadrak Rural, Bhadrak | Sep 6, 2025
ରାସ୍ତା ରୁ ଖସିଲା ପାଣି ।ବନ୍ୟା ପାଣି କମିଲା ପରେ ବୋଡ଼କ ଠାରେ ରାସ୍ତା ପ୍ରତି ବିପଦ ସୃଷ୍ଟି ହୋଇଛି।ତେବେ ଗତକାଲି ଉପର ମୁଣ୍ଡ ରେ ପାଣି ଖସିବା ସହ ତଳିଆ ଅଞ୍ଚଳ ବୁଡି ଯାଇଥିଲା। ଆରଡି ରାସ୍ତା ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇପଡ଼ିଥିଲା। ତେବେ ଆଜି ପାଣି କମିବାରୁ ଦେଖିବାକୁ ମିଳିଛି ରାସ୍ତା ରେ ଅନେକ ଯାଗାରେ ଫାଟ ସହ ବିପଦ ସୃଷ୍ଟି ହୋଇଥିବା। ତେବେ ଏହି ରାସ୍ତା କୁ ପ୍ରଶାସନ ଓ ପୂର୍ତ୍ତ ବିଭାଗ ନଜର ରଖି ସ୍ଥାୟୀ ସମାଧାନ କରିବାକୁ ଦାବୀ ହୋଇଛି।