Download Now Banner

This browser does not support the video element.

ଲାଞ୍ଜିଗଡ: ଥୁଆମୁଳ ରାମପୁର ବନାଞ୍ଚଳ ଅଧିନସ୍ଥ ଖୁଟିପାଟି ଏବଂ ଜେଠଚୁଆଁ ପାହାଡରେ ବନୀକରଣ ନାଁ ରେ ହରିଲୁଟ କୁମଜୋର ଗ୍ରାମବାସୀଙ୍କ ପ୍ରତିକ୍ରିୟା

Lanjigarh, Kalahandi | Aug 30, 2025
ଥଁଆମୁଳ ରାମପୁର port ଖୁଟିପାଟି ଏବଂ ଜେଠଚୁଆଁ ପାହାଡରେ ଁନିକରବରା ହରିଲୁଟ ଅଭିଯୋଗ କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନ ଖଣ୍ଡ ଅଧୁନସ୍ଥ ଥୁଆମୁଳ ରାମପୁର ଦକ୍ଷିଣ ବନାଂଚଳ ଅନ୍ତର୍ଗତ କୁମୁଡା ବାହାଲ ବିଟ ଅଧୀନରେ ରହିଛି କୁମଜୋର ନିକଟସ୍ତୁ ଖୁଟିପାଟ ଏବଂ ପାହାଡରେ ବନିକରଣ କରାଯାଉଛି . କିନ୍ତୁ ଏହି ବନି କରଣ ନାଁରେ ବିଭାଗ ପଷରୁ ଅନିୟମିତତା କରୁଥିବା ନେଇ ଶନିବାର ଅପରାହ୍ନର କୁମଜୋର ଗ୍ରାମବାସୀ ପ୍ରତିକ୍ରିୟା ରଖିଛନ୍ତି ।
Read More News
T & CPrivacy PolicyContact Us