Download Now Banner

This browser does not support the video element.

ଖଜୁରୀପଡା: ଦୁତିମେଣ୍ଡି ସ୍ଥିତ ଲମ୍ବାଗୁଡୁରୀ ଠାରେ ପଞ୍ଚାୟତ ସ୍ତରୀୟ ବିଜେପି ସଦସ୍ୟତା ଅଭିଯାନ କର୍ମଶାଳା ଅନୁଷ୍ଠିତ।

Khajuripada, Kandhamal | Aug 30, 2024
ଦୁତିମେଣ୍ଡି ସଦସ୍ୟତା ଅଭିଯାନର ପ୍ରମୁଖ ଚିତ୍ତ ରଞ୍ଜନ ମଳିକ, ସହ ପ୍ରମୁଖ ନାମ ରତ୍ନ ବେହେରା ଓ ବିଜୟ କୁମାର ସେଠିଙ୍କ ସହଯୋଗୀତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ପଞ୍ଚାୟତ ଅଂଚଳର ପାଖାପାଖି ପଚାଶ ରୁ ଉର୍ଦ୍ଧ ଜନ ସାଧାରଣ ତଥା ମହିଳା ମାନେ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ଖଜୁରୀପଡା ମଣ୍ଡଳ ସଭାପତି ଦଶରଥ ସାହୁ ଯୋଗ ଦେଇ କାଯ୍ୟକ୍ରମ ବିଷୟରେ ଅବଗତ କରାଇଥିଲେ।ବିଜେପିର ବରିଷ୍ଠ କର୍ମକର୍ତ୍ତା ହିସାବରେ ଦେବରାଜ ମୁଖି, ସମୀର ପ୍ରସାଦ ଝାଙ୍କର, ମନୋଜ କୁମାର ସେଠି ଓ ବିପିନ କୁମାର ସେଠି। ଉପସ୍ଥିତ ଥିଲେ।
Read More News
T & CPrivacy PolicyContact Us