This browser does not support the video element.
ଝାରସୁଗୁଡା: ଝାରସୁଗୁଡା ବିମାନ ବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
Jharsuguda, Jharsuguda | Sep 27, 2025
ଝାରସୁଗୁଡା ବିମାନ ବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l ଆଜି ପୂର୍ବାହ୍ନ ପ୍ରାୟ ୧୦ ଟା ୫୦ ରେ ସ୍ୱତନ୍ତ୍ର ବିମାନ ଯୋଗେ ଝାରସୁଗୁଡା ବୀର ସୁରେନ୍ଦ୍ର ପରିସରରେ ପହଂଚିଲାପରେ ଏକ ଶୋଭାଯାତ୍ରା କରି ଅମଲିପାଲି ପଡିଆକୁ ପହଂଚିଛନ୍ତି l ସେଠାରେ ଯୁବ ସମାବେଶ ରେ ଯୋଗଦେଇ ଦେଶବାସୀ ଙ୍କୁ ଉଦବୋଧନ ଦେବାସହ ୬୦ ହଜାର କୋଟି ରୁ ଉର୍ଦ୍ଧ ପ୍ରକଳ୍ପ ର ଶିଳାନ୍ୟାସ ଏବଂ ଉଦଘାଟନ କରିବେ ମୋଦୀ l ପ୍ରଧାନମନ୍ତ୍ରୀ ଙ୍କୁ ସ୍ୱାଗତ କରିବା ପାଇଁ ହଜାର ହଜାର ଲୋକଙ୍କ ସମାଗମ ହେବା ସହ ଏକ ହଜାର ରୁ ଉର୍ଦ୍ଧ କଳାକାର ନୃତ୍ୟ ଗୀତ ବାଦ୍ୟ ପ୍ରଦର୍ଶନ କରିଛନ୍ତି l