Download Now Banner

This browser does not support the video element.

ଓରିଏଣ୍ଟ: ବେଲପାହାଡ଼ ପୌରପରିଷଦରେ ଆର୍ଥିକ ଅନିୟମିତତା ମାମାଲାରେ ପୁଣି ଥରେ ଓପିଆଇଡି କୋର୍ଟରେ ହଜାର ହେଲେ ବେଲପାହାଡ ପୌରପରିଷଦର ପୂର୍ବତନ ଇଓ

Orient, Jharsuguda | Sep 6, 2025
ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ପୌରପରିଷଦରେ ଆର୍ଥିକ ଅନିୟମିତତା ମାମାଲାରେ ପୁଣି ଥରେ ଓପିଆଇଡି କୋର୍ଟରେ ହଜାର ହେଲେ ବେଲପାହାଡ ପୌରପରିଷଦର ପୂର୍ବତନ ଇଓ l ବେଲପାହାଡ ପୌରପରିଷଦର ପୂର୍ବତନ ଇଓ ମଧୁସ୍ମିତା ସିଂ ଆଜି ପୂର୍ବାହ୍ନ ୧୦ ଟା ରୁ ଅପରାହ୍ନ ୪ ଟା ମଧ୍ୟରେ ଓପିଆଇଡି କୋର୍ଟ ରେ ହଜାର ହୋଇଥିବାବେଳେ ତାଙ୍କ ବେଲ ଆବେଦନ ର ଶୁଣାଣି କୁ କୋର୍ଟ ପୁଣି ଘୁଞ୍ଚାଇଛନ୍ତି l ପରଵର୍ତ୍ତୀ ଶୁଣାଣି ରେ ପୁଣି ଏହି ମାମଲା ର ଶୁଣାଣି ପାଇଁ କୋର୍ଟ ରେ ହଜାର ହେବାକୁ ନିର୍ଦେଶ ଦେଇଛନ୍ତି l
Read More News
T & CPrivacy PolicyContact Us