Install App
rabindra.mishra744
This browser does not support the video element.
ଲାଞ୍ଜିଗଡ: ଥୁଆମୁଳ ରାମପୁର ଠାରେ ଅଗ୍ନି ଭୈରବୀଙ୍କ ବାର୍ଷିକ ଝାମି ଯାତ୍ରା ଅବସରରେ ଆୟୋଜିତ ଜିଲ୍ଲାସ୍ତରୀୟ ଘୁମୁରା ପ୍ରତିଯୋଗିତାର ପୂରସ୍କାର ବିବରଣୀ ସଭା
Lanjigarh, Kalahandi | Sep 13, 2025
ଗତ ବିଳମ୍ବିତ ରାତ୍ରିରେ ଥୁଆମୁଳ ରାମପୁର ଠାରେ ଅଗ୍ନି ଭୈରବୀଙ୍କ ବାର୍ଷିକ ଝାମି ଯାତ୍ରା ଅବସରରେ ଜିଲ୍ଲାସ୍ତରୀୟ ଘୁମୁରା ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଶନିବାର ସକାଳେ ପୂଜା କମିଟିର ସଭାପତି ଉଦ୍ଧବ ପାତ୍ରଙ୍କ ଅଧ୍ୟକ୍ଷତାରେ ଏହି ପ୍ରତିଯୋଗିତାର ପୂରସ୍କାର ବିବରଣୀ ସଭା ଅନୁଷ୍ଠିତ ହେଇଥିଲା।
Share
Read More News
T & C
Privacy Policy
Contact Us
Your browser does not support JavaScript!