Download Now Banner

This browser does not support the video element.

କଣ୍ଟାମାଳ: ଲମ୍ବସ୍ୱରୀ ର ବରଗାଁ ପଡିଆରେ ଆଦିବାସୀଙ୍କ ନୁଆଁଖାଇ ‌ଭେଟଘାଟ

Kantamal, Boudh (Bauda) | Sep 19, 2025
ଆଦିବାସୀଙ୍କ ନୁଆଁଖାଇ ‌ଭେଟଘାଟ କଣ୍ଟାମାଳ ବ୍ଲକ ଲମ୍ବସରୀ ପଂଚାୟତ ଅନ୍ତର୍ଗତ ବରଗାଁ ପଡିଆ ଠାରେ ଆଦିବାସୀଙ୍କ ନୁଆଁଖାଇ ‌ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଏହି କାର୍ଯ୍ୟକ୍ରମରେ ଆରିମୂଳ ‌ପ୍ରଗଣା‌ ସଭାପତି ନରୋତ୍ତମ ମଲ୍ଲିକ ଓ ସମ୍ପାଦକ ରିଙ୍କୁରାଜ ମାଝୀ ଙ୍କ ନେତୃତ୍ୱରେ କଣ୍ଟାମାଳ ବ୍ଳକ ର ସମସ୍ତ ଆଦିବାସୀ ମାନେ ନୁଆଁଖାଇ ‌ଭେଟଘାଟ ରେ ସାମିଲ ହୋଇଥିଲେ। ଏହି ଭେଟଘାଟ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଆଦିବାସୀ ସଭାପତି ବଳଭଦ୍ର କହଁର ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବରେ ବ୍ଲକ ଆଦିବାସୀ କନ୍ଧ ଉପସଭାପତି ପିତାମ୍ବର
Read More News
T & CPrivacy PolicyContact Us