Download Now Banner

This browser does not support the video element.

ଭୋଗରାଇ: ଗାଁକୁ ପଶୁଛି ସୁବର୍ଣ୍ଣରେଖା ନଦୀର ବନ୍ୟା ପାଣି, ଭୋଗରାଇରେ ବିଭିନ୍ନ ଗାଁ ଜଳମଗ୍ନ

Bhograi, Balasore | Aug 24, 2025
ଗାଁକୁ ପଶୁଚି ସୁବର୍ଣ୍ଣରେଖା ନଦୀର ଷଷ୍ଠ ବନ୍ୟା ପାଣି । ଲୋକ ଛାନିଆ । ବାହ୍ୟ ଜଗତରୁ ବିଚ୍ଛିନ୍ନ ହେଲାଣି ୧୫ ରୁ ଉର୍ଦ୍ଧ୍ବ ପଞ୍ଚାୟତ । ୩୦ ହଜାରରୁ ଉର୍ଦ୍ଧ୍ବ ଲୋକ ହନ୍ତସନ୍ତ।ସୁବର୍ଣ୍ଣରେଖା ବନ୍ୟା ପାଣି ପଶିବା ନେଇ ଏବେ ୫୦ ଟି ପଞ୍ଚାୟତର ଲୋକ ଚିନ୍ତାରେ । ଚଳିତ ବର୍ଷ ବନ୍ୟା ପାଣି ଗାଁ ମୁଣ୍ଡରୁ ନକୁମୁଣୁ ପୁଣି ବନ୍ୟା ପାଣି ପ୍ରବଳ ସ୍ରୋତରେ ମାଡି ଗାଁ ଗୁଡିକ ଉବୁଟୁବୁ ହେଲାଣି । ବିଶେଷ କରି କୁମ୍ଭୀରଗଡ଼ି କୁଲ୍ହା ,ଖୋଳାବାଡ଼ିଆ, ପନ୍ତେଇ କୁସୁଡ଼ା ,ଗବଗାଁ ଦାରୁହା, ମନୁନଗର ,ଆରୁହାବର୍ତି ,ଦହମୁଣ୍ଡା ବଡ଼ମନ୍ଦାରୁଣି ,ପୁଟିଣା, କଚୁଆଦି ଆଦି ଗାଁ ବନ୍ୟା ପାଣିରେ ପ୍ରଭାବିତ
Read More News
T & CPrivacy PolicyContact Us