Download Now Banner

This browser does not support the video element.

ସୁନ୍ଦରଗଡ ସହର: କନିକା ରାସ୍ତା ବ୍ରାହ୍ମଣୀ ଗ୍ରାମ ନିକଟରେ ସିରିଜ ଦୁର୍ଘଟଣା , ଦୁଇ ଚାଳକ ଗୁରୁତର, ପୋଲିସର ତଦନ୍ତ ଜାରି

Sundargarh Town, Sundargarh | Oct 9, 2025
ଆଜି ଅକ୍ଟୋବର 9 ତାରିଖ ହେମଗିର ଥାନା ଅନ୍ତର୍ଗତ ହେମଗିର - କନିକା ରାସ୍ତାର ବ୍ରାହ୍ମଣୀ ଗାଁ ନିକଟରେ ସିରିଜ ଦୁର୍ଘଟଣା ପୋଲିସର ମୁଣ୍ଡ ବ୍ୟଥାର କାରଣ ହୋଇଛି। ସନ୍ଧ୍ୟା 7:30 ରୁ ରାତି 9:15 ମିନିଟ ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ତିନୋଟି ଭାରି ଯାନ ଦୁର୍ଘଟଣା ଗ୍ରସ୍ତ ହେବା ସଙ୍ଗେ ସଙ୍ଗେ ଦୁଇ ଜଣ ଚାଳକ ଗୁରୁତର ଅଛନ୍ତି। ସମସ୍ତ ଚାଳକଙ୍କୁ ହେମଗିର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ସୁନ୍ଦରଗଡ଼ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା କଥା ଜଣା ପଡିଛି। ବ୍ରାହ୍ମଣୀ ଗାଁ ନିକଟ ମୁଖ୍ୟ ରାସ୍ତାରେ ମା ତାରିଣି କମ୍ପାନୀର ଏକ
Read More News
T & CPrivacy PolicyContact Us