Download Now Banner

This browser does not support the video element.

ଲାଞ୍ଜିଗଡ: ଦଶମୀତିଥିରେ ନୁଆଁଖାଇବେ ତାଲଗୁଡ, ମୁଖିଗୁଡା ଜୟପାଟଣାସହରବାସୀ, କିନ୍ତୁ ସରକାରୀ ଛୁଟି ବାତିଲ ନେଇ ସହରବାସୀଙ୍କ ପ୍ରତିକ୍ରିୟା ପଶ୍ଚିମ ଓଡିଶାର

Lanjigarh, Kalahandi | Aug 31, 2025
ପଶ୍ଚିମ ଓଡିଶାର ଗଣ ପର୍ବ ନୁଆଁଖାଇ ପାଇଁ ଅନ୍ୟ ଜିଲ୍ଲା ଠାରୁ କଳାହାଣ୍ଡିର ସ୍ଵତନ୍ତ୍ର । ଅନ୍ୟ ଜିଲ୍ଲା ମାନଙ୍କରେ ଗୋଟିଏ ଫଚମୀ ତିଥିରେ ନୁଆଁ ଖାଉଥିବା ବେଳେ କଳାହାଣ୍ଡିର ବିଭିନ୍ନ ଅଂଚଳରେ ଭିନ୍ନ ଭିନ୍ନ ତିଥିରେ ନୁଆଁ ଖାଇଥାନ୍ତି । ଭବାନିପାଟଣା ସହର, ଲାଞ୍ଜିଗଡ, ମଦନପୁର ରାମପୁର, କର୍ଲାପାଟ, ଥୁଆମୁଳ ରାମପୁର, ମହୁଲପାଟଣା ର, ମୁଖିଗୁଡା, ତାଲଗୁଡ, ଜୟପାଟଣା ପ୍ରମୁଖ ରଜତନ୍ତ୍ର ସମୟରେ ଗଡ଼ଜାତ ଅଞ୍ଚଳରେ ଦଶମୀ ତିଥିରେ ନୁଆଁ ଖାଇବେ । ଦଶମୀ ତିଥିରେ ଭବାନୀପାଟଣା କୁ ଛୁଟି ଘୋଷଣା କରିଛନ୍ତି। କିନ୍ତୁ ଜୟପାଟଣା ଛୁଟିରୁ ବାଦ ପଡିବା ନେଇ ରବିବାର ପ୍ରତିକ୍ରିୟା ରଖିଛନ୍ତି।
Read More News
T & CPrivacy PolicyContact Us