This browser does not support the video element.
ଅନୁଗୋଳ: ସାଉଥ୍ ବଲଣ୍ଡା ଅଂଚଳରେ ପଡୋଶୀଙ୍କ ଅକ୍ରଣରେ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
Anugul, Angul | Sep 1, 2025
ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ ଅନ୍ତର୍ଗତ ସାଉଥ୍ ବଲଣ୍ଡା ଅଞ୍ଚଳର ଜଣେ ବ୍ୟକ୍ତି ପଡୋଶୀଙ୍କ ଆକ୍ରମଣରେ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଗୁରୁତର ବ୍ୟକ୍ତି ଜଣଙ୍କ ଗତ କାଲି ଆକ୍ରମଣର ଶିକାର ହୋଇଥିବା ବେଳେ ତାଳଚେର ମଣ୍ଡାପାଳ ମେଡ଼ିକାଲରେ ଚିକିତ୍ସା ହେଉଥିଲେ। ସେଠାରେ ଅବସ୍ଥା ଗୁରୁତର ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।