This browser does not support the video element.
ଅନୁଗୋଳ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଟଙ୍କା ନେଉଥିବାରୁ ଟାଉନ୍ ହାଇ ସ୍କୁଲ ଠାରେ ପ୍ରତିକ୍ରିୟା ରଖିଲେ ସୌମ୍ୟ ରଞ୍ଜନ ବାରିକ୍
Anugul, Angul | Sep 3, 2025
ରାଜ୍ୟର ସରକାରୀ ଚିକିତ୍ସାଳୟ ଗୁଡିକରେ ରୋଗୀ ମାନେ କିପରି ଭାବରେ ଉନ୍ନତ ମାନର ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ବିଭିନ୍ନ ପ୍ରକାର ସୁବିଧା କରୁଛନ୍ତି । ରାଜ୍ୟର ବିଭିନ୍ନ ସରକାରୀ ମେଡ଼ିକାଲ ଗୁଡ଼ିକରେ ପ୍ରଫେସର, ଡାକ୍ତର, ନର୍ସ ଓ ଠିକା କର୍ମଚାରୀ ମଧ୍ୟ କାର୍ଯ୍ୟ କରୁଛନ୍ତି। ବିଭିନ୍ନ ସମୟରେ ରାଜ୍ୟର ବିଭିନ୍ନ ମେଡ଼ିକାଲରେ ନର୍ସ ଓ ଡ଼ାକ୍ତର ମାନଙ୍କର ଦୁର୍ବ୍ୟବହାରର ରୋଗୀ ଓ ସମ୍ପର୍କୀୟ ମାନେ ଶିକାର ହୁଅନ୍ତି। ଏଥିରୁ ଅନୁଗୋଳ ଜିଲ୍ଲା ମଧ୍ଯ ବାଦ ପଡ଼ି ନାହିଁ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସମ୍ପର୍କୀୟ ମାନଂକୁ ନର୍ସ ମାନେ ଦୁର୍ବ୍ୟବହାର କରୁଥି