This browser does not support the video element.
ସଦର: କେସିଙ୍ଗା ଥାନା ଅଧିନସ୍ଥ ଭମରମାଲ ଠାରେ ବଧୁ ହତ୍ୟା କେସିଙ୍ଗା ଥାନାରେ ଅଭିଯୋଗ କଲେ ମୃତକଙ୍କ ବାପା
Sadar, Kalahandi | Sep 11, 2025
ଜଉତୁକ ପାଇଁ ପୁଣି ଜଣେ ବଧୁ ହତ୍ୟା। ଏଭଳି ସଙ୍ଗିନ ଅଭିଯୋଗ ଆସିଛି କେସିଙ୍ଗା ଥାନା ଅଧିନସ୍ଥ ଭମରମାଲ ଗାଁ ରୁ ।କର୍ଲାମୁଣ୍ଡା ବ୍ଲକ୍ ଅଧୀନସ୍ଥ ବାଞ୍ଜିପଦର ସାପଲହରା ଗ୍ରାମର କୌତୁକ ସାହୁ ତାଙ୍କ ଝିଅ ଖିରବତୀକୁ କେସିଙ୍ଗା ଥାନା ଅଧିନସ୍ଥ ଭମରମାଲ ଗ୍ରାମର ଜଗନ୍ନାଥ ସାହୁ ଙ୍କୁ ବିବାହ ଦେଇଥିଲେ। କିନ୍ତୁ ବାରମ୍ବାର ଯୌତୁକ ପାଇଁ ଖିରବତୀଙ୍କୁ ନିର୍ଯ୍ୟାତନା ଦିଆଯାଉଥିଲା। ଗତକାଲି ରାତିରେ ଜବରଦସ୍ତି ବିଷ ପିଆଇ ହତ୍ୟା କରିଥିବା ନେଇ ଗୁରୁବାର କେସିଙ୍ଗା ଥାନାରେ ଅଭିଯୋଗ ହେଇଛି।