Download Now Banner

This browser does not support the video element.

ରଣପୁର: ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ରାଜସୁନାଖଳା ପରିସରରେ ସମୀକ୍ଷା ବୈଠକ ଓ ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରାପ୍ତ ସି.ଆର.ସି.ସି

Ranapur, Nayagarh | Mar 16, 2024
ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ରାଜସୁନାଖଳା ପରିସରରେ ଦୁଇ ମାସିକ ସମୀକ୍ଷା ବୈଠକ ଓ ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରାପ୍ତ ସି.ଆର.ସି.ସି. ଙ୍କୁ ସମ୍ବର୍ଦ୍ଧନା ଆଜି ଅନୁଷ୍ଠିତ ହୋଇଯାଇଛି।ରଣପୁର,ନୟାଗଡ, ଦଶପଲ୍ଲା, ଭାପୁର ସି.ଆର.ସି.ସି. ମାନଙ୍କୁ ନେଇ ସମୀକ୍ଷା କରାଯାଇଥିଲା।ଏହି ସମୀକ୍ଷା ବୈଠକ ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଡ଼.ବିଜୟ କୁମାର ତ୍ରିପାଠୀଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲା।ସଭା ଶେଷରେ ମୁଖ୍ୟମନ୍ତ୍ରୀ ଠାରୁ ପୁରସ୍କାର ପାଇଥିବା ସମସ୍ତ ସି.ଆର.ସି.ସି ମାନଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା
Read More News
T & CPrivacy PolicyContact Us