Download Now Banner

This browser does not support the video element.

ଧର୍ମଗଡ: କୋକସରା ବ୍ଲକର ବିଭିନ୍ନ ସ୍ଥାନରେ ଖାଦ୍ୟ ସୁରକ୍ଷା ବିଭାଗର ଯାଞ୍ଚ, ବାସି ଖାଦ୍ୟ ଯୋଗୁଁ ‘ଆପନା’ ଢାବାକୁ ତାଗିଦ୍

Dharamgarh, Kalahandi | Sep 7, 2025
ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ରବିବାର ସକାଳ ୧୧ ଟା ରେ କୋକସରା ବ୍ଳକର ଲଡୁଗାଁର ବିଭିନ୍ନ ହେଟେଲ ସମେତ ନିକଟବର୍ତ୍ତୀ ଅଞ୍ଚଳର ୨୭ ଟି ଦୋକାନ ଯାଞ୍ଚ କରାଯାଇଥିବା ବେଳେ ବିନା ଖାଦ୍ୟ ସୁରକ୍ଷା ସାର୍ଟିଫିକେଟରେ କାର୍ଯ୍ୟ କରୁଥିବା ଖାଦ୍ୟ ବ୍ୟବସାୟୀ ଓ ପରିଚାଳକଙ୍କୁ ନୋଟିସ ପ୍ରଦାନ କରାଯାଇଥିବା ଧର୍ମଗଡ଼ ଉପଖଣ୍ଡ ଖାଦ୍ୟ ସୁରକ୍ଷା ଅଧିକାରୀ ବିଶ୍ବଜିତ ନାଏକ ସୂଚନା ଦେଇଛନ୍ତି।
Read More News
T & CPrivacy PolicyContact Us