This browser does not support the video element.
କେନ୍ଦ୍ରାପଡା: ପୋଖରୀକୂଳ ଗ୍ରାମରେ ପହଞ୍ଚି ସ୍ୱର୍ଗତ ଗୋଲେଖ ଦାସଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ବିଧାୟକ ଗଣେଶ୍ୱର ବେହେରା
Kendrapara, Kendrapara | Aug 21, 2025
ପଟ୍ଟାମୁଣ୍ଡାଇ ବ୍ଲକ ତରଡିପାଳ ପଂଚାୟତ ଅନ୍ତର୍ଗତ ପୋଖରୀକୁଳ ଗ୍ରାମର ବିଜେଡି ଯୁବ ନେତା ମୁନା ଦାସଙ୍କ ବାପା ସ୍ବର୍ଗତ ଗୋଲେଖ ଦାସଙ୍କ ଏକାଦଶାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଅବସରରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ଆଜି ପ୍ରାୟ ୨ ଘାଣ୍ଟିକା ସମୟରେ ଉପସ୍ଥିତ ହୋଇ, ସ୍ବର୍ଗତଙ୍କ ପାଦପଦ୍ମରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।ବିଧାୟକ ଗୋଲେଖ ଦାସଙ୍କୁ ଏକ ସଦାଚାରୀ ଓ ସହଜ ସ୍ୱଭାବର ଲୋକ ବୋଲି ବର୍ଣ୍ଣନା କରି, ତାଙ୍କ ଦେହାବସାନ ଦୁର୍ଲଭ ଶୂନ୍ୟ ସୃଷ୍ଟି କରିଛି ବୋଲି କହିଛନ୍ତି