This browser does not support the video element.
ପାରଳାଖେମୁଣ୍ଡି: କମଳାପୁର ଗ୍ରାମରେ ସାପ କାମୁଡାରେ ଯୁବକର ମୃତ୍ୟୁ।
Paralakhemundi, Gajapati | Sep 10, 2025
ସାପ କାମୁଡାରେ ଯୁବକର ମୃତ୍ୟୁ। ଗଜପତି ଜିଲ୍ଲା ନୂଆଗଡ ବ୍ଲକ ଅନ୍ତର୍ଗତ କେରେଡାଙ୍ଗ ପଞ୍ଚାୟତର କମଳାପୁର ଗ୍ରାମରେ ସାପ କାମୁଡାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣଙ୍କ ହେଲେ ସାରଥୀ ପ୍ରଧାନଙ୍କ ପୁଅ ୩୫ ବର୍ଷୀୟ ଶରତ ପ୍ରଧାନ ବୋଲି ଜାଣିବାକୁ ମିଳିଛି। ସୂଚନା ପ୍ରକାରେ ଗତ କାଲି ରାତିରେ ନିଜ ଘରେ ଶୋଇଥିବା ବେଳେ କୌଣସି ପ୍ରକାରେ ଏକ ସାପ ମଶାରୀ ଭିତରେ ଥିବା ତାଙ୍କ ସ୍ତ୍ରୀ ଦେଖିଥିଲେ। ଏତକ ବେଳେ ଶରତ ପ୍ରଦାନଙ୍କ ସ୍ଵାସ୍ଥ୍ୟ ଅବସ୍ଥା ବି ବିଗିଡି ଥିବା ଦେଖିବାକୁ ପାଇ ଥିଲେ। ଏ ନେଇ ସେ ନିଜ ପରିବାର ଲୋକଙ୍କୁ ଜଣାଇବା ସହ ଗାଁ ଲୋକଙ୍କୁ ଡାକି କହିଥିଲେ। ପରେ ସମସ୍ତଙ୍କ ସ