This browser does not support the video element.
କଣ୍ଟାମାଳ: ଘଣ୍ଟାପଡା ଥାନାରେ ଅଞ୍ଚଳର ବିଭିନ୍ନ ଗଣେଶ ପୂଜା କମିଟି କର୍ମକର୍ତ୍ତାଙ୍କୁ ନେଇ ଶାନ୍ତି କମିଟି ବୈଠକ ଅନୁଷ୍ଠିତ
Kantamal, Boudh (Bauda) | Aug 25, 2025
ସୋମବାର ସନ୍ଧ୍ୟାରେ ଘଣ୍ଟାପଡା ଥାନା ପରିସରରେ ଥାନା ଅଞ୍ଚଳର ବିଭିନ୍ନ ଗଣେଶ ପୂଜା କମିଟି କର୍ମକର୍ତ୍ତା ମାନଙ୍କୁ ନେଇ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇ ଯାଇଛି l ଘଣ୍ଟାପଡା ଥାନା ଆଇଆଇସି ବାଲ୍ମୀକି ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକର ପୂଜା ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା, ସର୍ବ ସାଧାରଣ ଜାତାୟତରେ ବାଧକ ନକରିବା, ଉଚ୍ଚ ଶବ୍ଦ୍ଦରେ ଡାକବାଜି ଜନ୍ତ୍ର ବ୍ୟବହାର ନକରିବା, ଡିଜେ ବ୍ୟବହାର ନକରିବା ପ୍ରତି କମିଟି ସତର୍କ ଦୃଷ୍ଟି ରଖିବା ପାଇଁ ଆଇ ଆଇ ସି ଅନୁରୋଧ କରିଥିଲେ |